by Ramesh Chandra Pasaet ✓ · 18 Sept 2020
ଯେ କାରଣ ହେତୁ ଅନୁତାପ ବହ୍ନି ଜଳୁଛି ଅନ୍ତର ଭେଦି ପୁଣି କରିବାକୁ ଭ୍ରମ ନୋହୁ କେବେ ସଙ୍କଳ୍ପର ବନ୍ଧ ଛେଦି ଯଦି ସେ ଅକୃତ୍ୟ କଲା ଆଧିପତ୍ୟ ବୁଝିବାକୁ ହେବ ତେବେ ନିଜକୁ ନିଜର ଛଳନା ହିଁ ଥିଲା ଅନୁତାପ ନୁହେଁ କେବୋ
Loading comments…
Loading comments…