ଆୟୁଷ ସରିଲେ
ବେଳ ବୁଡ଼ିଗଲେ
କାଳ ଡାକ ଦେଲେ ଦୂରରୁ
ବିବେକ ପାଖରେ
ମନ ହାରିଯାଏ
ଅନୁତାପ ଝରେ ଆଖିରୁ ।
Loading comments…
Loading comments…