by pranati Mahapatra ✓ · 25 Jan 2021
ଦେଖି ଦେଖି ବଡ଼ ବିରକ୍ତି ବୋଧରେ ଚିନ୍ତିଲି ଗୋଟିଏ କଥା, ଭବିଷ୍ୟତ ବଂଶଧର ନ ଆସିଲେ କେ କହିବ କାହା ବ୍ୟଥା। ଘୁରେଇଲା ମୋର ମଥା ସାହିତ୍ୟିକ କବି ବନ୍ଧୁ ପରିବାର ଗାଇଲା ସବୁରି ଗାଥା।
Loading comments…
Loading comments…