by Parshuram Biswal ✓ · 9 Aug 2017
ପାଠ ପଢ଼ି ଯା’ର ଯିମିତି ଯୋଗ୍ୟତା, ତା ପାଇଁ ମିଳେ ଚାକିରି ରାଇଜ ସଂସାର ଚାଲିଚି ଇମିତି, ଅବୁଝା ନୁହେଁ କାହାରି ଜନପ୍ରତିନିଧି ପାଇଁ ପାଠ ଲୋଡ଼ା କିଆଁ ନାହିଁ ଗିରିଧାରୀ ?
Loading comments…
Loading comments…