by Shekhar Rath ✓ · 12 Mar 2020
ସୁନ୍ଦର ସେହି ସମୟ ଥିଲା, ଯେବେ ମୋ ହୃଦୟ ତୁମ ନିଶ୍ୱାସ ରେ ଥିଲା। ସେହି ସଦ୍ୟ ପୁଷ୍ପ ପରି କୋମଳ ଚେହେରା ଆଜି ବି ଶରୀର ରେ ଶିହରଣ ସୃଷ୍ଟି କରେ
Loading comments…
Comments
Loading comments…