by pratap nayak ✓ · 3 Aug 2019
ଆଲୋ ମକର ଆଲୋ ବଉଳ କହନି ? କାହିଁ ହଜେଇଲୁ ତୋ ଢଗଢମାଣୀ ମୁଣି ରସିକିଆ ବର ତୋର ଆସିବନି ଲୋ ଜମା ଚୁପି ଚୁପି କଥା କହିବନି କି, କଣେଇ ଚାହିଁବନି ବି ସିଏ
Loading comments…
Loading comments…