by Smruti Ranjan Tripathy ✓ · 5 Mar 2020
ଯେତେ ଯିଏ ଡାକିଲେ ବି ମୁଁ ଏବେ ପଥିକ ଅଫେରା ବାଟର ସମ୍ପର୍କର ନଈ ସାଥେ ମୁଁ ବି ସ୍ନିଗ୍ଧ ଶୀତଳ ସବୁ ଅପବାଦକୁ ଖାତିର ନକରି ବହିଯାଏ ଏ କୂଳରୁ ସେ କୂଳ ଚିର ସବୁଜ ଛଳ ଛଳ ।
Loading comments…
Loading comments…