by Smruti Ranjan Tripathy ✓ · 13 Sept 2018
ଦେଖ! ମୋ ନିମନ୍ତ୍ରଣ ଆଉ ତୁମ ସମ୍ମତିରେ କେମିତି ସାରା ଆକାଶ ହେଲାଣି କୃଷ୍ଣମୟ ଅପରାଧୀ ବନ୍ଦିନୀ ଏବେବି କାଳ ବିତାଏ ତୁମ ଛାଇ ଆଲୁଅ ଲୁଚକାଳି ଖେଳରେ
Loading comments…
Loading comments…