by Ramakanta Behera ✓ · 31 Dec 2020
ସେ ଜାଣି ଥିଲା ମୁଁ ତାକୁ ଭଲ ପାଏ ସେ ଜାଣି ଥିଲା ମୁଁ ତା ପାଇଁ କିଛି ବି କରିପାରେ ମୋ ହୃଦୟର ସମସ୍ତ ଅଂଚଳ ତା ଅକ୍ତିଆରରେ ଥିଲା ମୁଁ ଜାଣିଚି ସେ ଅପ୍ରାପ୍ୟ ହେଲେ ମୋତେ ପ୍ରେମ କାହିଁକି ହେଲା ||
Loading comments…
Loading comments…