by Parshuram Biswal ✓ · 9 Aug 2017
ଧନୀ ବଢ଼ାଉଚି ତା ଧନରାଇଜ, ଗରିବଟି ନିମ୍ନଗାମୀ ଅର୍ଥ ସ୍ୱାଧୀନତା ନାହିଁ ବୋଲି ପ୍ରଭୁ ସ୍ୱାଧୀନତାଟି ବେକାମୀ ପେଟେ ନପଡ଼ିଲେ ଦାନାରୁ ଗଣ୍ଡିଏ ସବୁକଥା ଏଠି ବୃଥା ।
Loading comments…
Loading comments…