by Trushna Das ✓ · 4 Oct 2020
କାମ କର ବୁଝି ସୁଝି ଅର୍ଥ ସବୁ କଥାରେ ନ ରଖ ନିଜ ସ୍ୱାର୍ଥ ନ ହେଲେ ଲୋକେ କହିବେ ତୁମକୁ ସ୍ୱାର୍ଥପର କେହି ନ ଥିବେ ତୁମ ପାଖରେ କହିବାକୁ ଆପଣାର। ସବୁ ସମ୍ପର୍କରେ ଥାଏ ଭିନ୍ନ ଭିନ୍ନ ଅର୍ଥ ରଖିଲେ ସମ୍ପର୍କରେ ସର୍ତ୍ତ ବଦଳି ଥାଏ
Loading comments…
Loading comments…