by Kalyani Nanda ✓ · 4 Jun 2019
ଥୁରୁ ଥୁରୁ ପାଦେ ଆଜି ନାହିଁ ବଳ ଚାଲିବାର ଖୋଜୁଛି ଆଶ୍ରା ଟିଏ କଂପିତ ସେ ହସ୍ତ ଦ୍ବୟ , ନିଜ ଲହୁ ଲୁହରେ ଶକ୍ତ କରି ଗଢିଥିଲା ଯେ ହାତ ସେ ହାତେ ଦେଇଛି ଧରାଇ ଆଶାବାଡ଼ି , ଯାହା ଆଜି ହୋଇଛି ସହାୟ ।
Loading comments…
Loading comments…