by Kalyani Nanda ✓ · 4 Jun 2019
ସ୍ନେହ, ଆଦରର ଜଳ ସିଞ୍ଚି ଗଢିଥିଲା ଯେ ଜୀବନ , ଯା ଆଖିରେ ସୁନ୍ଦର ସ୍ବପ୍ନ ଦେଖି ହେଉଥିଲା ବିଭୋର, ସେ ଆଖି ହରାଇଛି ଦୃଷ୍ଟି , ଜ୍ଯୋତି ତାର ହୋଇଛି ମଳିନ, ନିଦ ହଜିଛି , ହଜିଛି ସ୍ବପ୍ନ , ଆଖି ରେ ଭରିଛି ଖାଲି ଅନ୍ଧକାର ।
Loading comments…
Comments
Loading comments…