by Satyabati Swain ✓ · 5 Dec 2021
ଭାରି ଆପଣାର ଗୋଟା ପଣେ ଡୁବାଇ ଦେଲେ ଫାଟି ଯାଉଥିବା ଛାତି ଟିକେ ଉଶ୍ୱାସ ଲାଗେ ପଣତ କାନି ଏ ଧାର ପୋଛି ପଛକୁ ପକାଇ ଦିଏ କେବେ କେବେ ଲୁଚାଏ
Loading comments…
Comments
Loading comments…