by Satyabati Swain ✓ · 5 Jul 2021
ଭାଵ ଓ ଆବେଗ ଲଟେଇ ହୋଇ ଓହଳି ପଡନ୍ତି ଚଳନ୍ତି ସମୟର ପରିବେଗ ରହସ୍ୟମୟ ସ୍ଵୀକୃତି ବିଶ୍ୱ ଅଙ୍କନର ବଞ୍ଚିବା ସଂକଳ୍ପ ଆନ୍ଦୋଳିତ ହୃଦୟର ଅୟୁତ ପ୍ରଶ୍ନ ନୂଆ ଭୟଶୂନ୍ୟ ସକାଳକୁ ଅପେକ୍ଷା ରଖେ ବିଶ୍ବାସ ଭରସା ଚିପୁଡା ଆଖି।।
Loading comments…
Loading comments…