by Upendra prasad Mahala ✓ · 23 May 2021
ଆଖି ଖୋଲିଦେଲେ ଆଉ ଦିଶେନା ତୋ ମୁହଁର ଛାଇ ଖାଲି ଦିଶେ ତୋ ଦୁଆର ବନ୍ଦ। ଅବରୁଦ୍ଧ ପାଚେରି । ନା ତୁ ଥାଉ ନା ମୁଁ । କେହି ନାହିଁ ଏଠି, କାହାରି ବି ଅସ୍ତିତ୍ବ ନାହିଁ !!
Loading comments…
Comments
Loading comments…