by Prabodha Chandra Mudra ✓ · 10 Nov 2021
ହେ ! ଅଖିଳ ବ୍ରହ୍ମାଣ୍ଡର ନାୟକ । ତୁମେ ଦେଖାଅ ଜ୍ଞାନର ଆଲୋକ ।। ସତ୍ୟ-ଧର୍ମ ପଥ ମୋତେ ଦେଖାଅ । ଦୟା-କ୍ଷମାଗୁଣ ହେଉ ମୋ ଧ୍ଯେୟ ।। ସହିଷ୍ଣୁତା ହେଉ ମୋର ଭୁଷଣ । ସରଳ ଜୀବନରେ ଯାଉ ମୋ ଦିନ ।। ସେବା-ଉପକାର ହେଉ ମୋ ବ୍ରତ
Loading comments…
Loading comments…