by Pinku Ranbida ✓ · 4 Oct 2020
କେତେ ସପନ୍ ଦେଖିଥିସି ସୁନ୍ଦରୀ ପରୀ ସବୁ ହେସି ଚୁନା , ମୁନୁଷ୍ ବେଶେ ବୁଲୁଛନ୍ ରାକ୍ଷ୍ୟାସ ଜଗି ବସିଥିସନ୍ ଛିନା । ଏକେଲା ଦେଖିଦେଲେ ଟୁକେଲ କେନୁ ନାଇଁ ପାରତ୍ ଦମ୍ ଧରି , ଦିହର୍ ବାସ୍ନା ଟିକେର୍ ଲାଗି ଜୀବନ୍ ଦେସନ୍ ସାରି ।
Loading comments…
Loading comments…