by କଳ୍ପନା ରାୟ ✓ · 3 Oct 2020
ହଁ, ହଁ, ହଁ, ମୁଁ ପରୀଟିଏ ଅଵଗୁଣ୍ଠନଵତୀ ନାରୀଟିଏ ଝିଅ ଜନ୍ମ ଛାଡ଼ି ବୋହୁଜନ୍ମ ଆଦରିନିଏ ପ୍ରତିବଦଳରେ ପାଏ ପ୍ରତାରଣା, ଲାଞ୍ଛନା,। ଅସହ୍ୟ ଅକାଟ୍ୟ ଉଦ୍ଦୀପନା ବସ୍ତ୍ରହରଣ ବି ସହିଯାଏ ଦ୍ରୌପଦୀ ନାମ ନେଇ
Loading comments…
Comments
Loading comments…