by Kalandi pal ✓ · 30 Sept 2021
ଗଢି ପାରିବନି ଯାହାକୁ ନିଜ ହାତରେ ନାହିଁ ଶକତି ହତ୍ୟା କରିବାକୁ କିଏ ଦିଏ ଅଧିକାର ଆଇନ ଦେଉ ଯେତେ ଦଣ୍ଡ ସେ ନୁହେଁ ତୁମ ପାଇଁ ଯଥେଷ୍ଟ ଚାହିଁ ବସିଛନ୍ତି ଶତ ଶତ ଅତୃପ୍ତ ଆତ୍ମା ଦିନେ ତାଙ୍କ ସମୀପେ ତୋର ହେବ ଭେଟ
Loading comments…
Loading comments…