by Sidheswar Tripathy ✓ · 24 Aug 2018
ସମୟତ ବିତିଯିବ ଧୀରେ ତୁମେ ସିନା ରହିଗଲ ଦୂରେ ସଭିଙ୍କ ହୃଦୟେ ପାଉଥିବ ପୂଜା ଉଡୁଥିବ ତୁମ କିରତୀର ଧ୍ବଜା ସବୁ ଜନମନ ଆକାଶରେ ଅଟଳ କି କେବେ ଟଳି ପାରେ
Loading comments…
Loading comments…