by Jayashree Maharana ✓ · 27 Jun 2021
ସୁଉଚ୍ଚ ପର୍ବତ ସୁଦୀର୍ଘ ତଟିନୀ ଶୁଭ୍ର ନିର୍ଝରିଣୀ ଝର ସବୁଜ ସମ୍ପଦେ ବନ ଉପବନ ସାଜିଛନ୍ତି ଅଳଙ୍କାର ଏ ମାଟି ମହକ ଭରଇ ପୁଲକ କୋଟି ଓଡ଼ିଆର ପ୍ରାଣେ ସତ୍ୟ ଶାନ୍ତି ପ୍ରୀତି ମଇତ୍ରୀ ଗୀତିକା ଗୁଞ୍ଜରିତ କୋଣେ କୋଣେ ।
Loading comments…
Loading comments…