by ଵଳରାମ ତରାଈ ✓ · 24 Jun 2019
ଭାଇ ହୋଇ ଆମ ମାନ ରଖିବୁ ତୁହି ଘରର ମାନ ରଖିବୁ ବୋଉକୁ ଟାଇମି ରେ ମେଡ଼ିସିନ ଦବୁ ବାପାଙ୍କ ଖାଇବା ବୁଝିବୁ ବାପା ବୋଉ ମୋର ଅଟନୃ ଦେବତା ତାଙ୍କ ଦୁଃଖ ବୁଝିବୁ ଦାଦା ଖୁଡି ଜାଉଛି ତମ ଝିଅ ଦୁରେଇ ମୋର ଦୁଃଖ ବୁଝିବ
Loading comments…
Loading comments…