by subrat kumar jena ✓ · 24 Jan 2020
ଲାଗୁଛି ତୁମେ ବୋଧେ ଡରିଯାଉଛ ନିଜକୁ ହୁଏତ ସାମ୍ନା କରିବାର ଶକ୍ତି ତୁମଠି ନାହିଁ ଯେତେବେଳେ ତୁମେ ପୁରା ଡୁବି ଯାଇଛ ମିଛର ସାଗରରେ କେବେ କାହିଁକି ଚେଷ୍ଟା କରୁନ ଟିକେ ପହଁରିବାକୁ
Loading comments…
Comments
Loading comments…