ଆହେ ପ୍ରଭୁ ତିନି ଠାକୁରେ
ଆସିଥିଲ ତୂମେ ବଡ଼ଦାଣ୍ଡକୁ
ତିନି ରଥେ ବିଜେ ହୋଇ
କି ଦୃଶ୍ୟ ଦେଖିଲ ତବ
ବଡ଼ଦାଣ୍ଡେ କୁହ ପ୍ରଭୁ ସତ କରି
ଝୁଲି ଝୃଲି ତୃମେ ଯାଉଛ
ରଥେ ବସି ଗଡ଼ି ଗଡ଼ି
ଧାଇଁ ଛନ୍ତି ତୂମ ପଛରେ
ପଣ୍ଡା ପଡ଼ି ହାରି ନେଉଛନ୍ତି
ରଥକୁ ଟାଣି
କୋଟି କୋଟି ଭକତ
ଟାଣିବାକୁ ତୁମ୍ଭରଥ ଗଲେ
ବଞ୍ଚିତ ହୋଇ
ବିକଳ ମନରେ ରହି ଛନ୍ତି ଚାହିଁ
ନୟେନେ।ଅଶ୍ରୁଭରି
ତୁମରି କରୂଣା କର ନାହିଁ ଉଣା
ସରବେ ବସିଛନ୍ତି ନିଜନିଜ ଘରେ ନୀରବେ ମହାମାରୀକୁ
ଡ଼ରି
କରୁଛୁ ମିନତୀ
ଦିଅ ହେ ଆଶିଷ ଭରି କର ନାହିଁ
ଆଉଡେରି
Comments
Loading comments…