by Padmalaya Mishra ✓ · 30 Jul 2018
ରଥେ ଟିକେ ତତେ ଦେଖିବା ପାଇଁ କେତେ କେତେ ଦୂରୁ ଭକ୍ତ ଆସଇ ଧାଇଁ ଦାଣ୍ଡରେ ବୁଲିବାକୁ ହୁଏ ତୋ ମନ ନା ଭକତ ପାଇଁ ତୋ ମନ ଉଛନ୍ନ ।
Loading comments…
Loading comments…