by Lopamudra Parida ✓ · 21 Jul 2021
ଧାପିକିଆ ଥଣ୍ଟରେ ପାଚିଲା ବେଲ ଉଣ୍ଡାଳେ, କଣ୍ଟି କଣ୍ଟି କଣ୍ଟେଇ କୋଳି ଗୋଟାଏ ବିଲ ସାରା ଥଣ୍ଟ ଘଷି ଘଷି ଥୋବରା କରେ ଡିଣା ଯାକ ଧୂସ ବୋଳି ହୁଏ ଖୁଞ୍ଚ ହେଇ କଟିଗଲେ ବି , ଚିଁ ଚିଁ ହସି ଗୀତ ଗାଏ।।
Loading comments…
Loading comments…