ବାଲି ତୃତୀୟା ରେ ପୂଜିବା ଶଙ୍କର ମୂରତି
କାଟି ଯିବ ଜୀବନର ସବୁ ବିପତ୍ତି
ଶିବ ଙ୍କ ଲାଗି ବ୍ରତ କରିବା
ମନଧ୍ୟାନ ଦେଇ ପୂଜା କରିବା
ମୃତୁଞ୍ଜୟ ରୂପେ ତୁମେ ବିଖ୍ୟାତ ହୋଇଛ
ଯୁଗେ ଯୁଗେ ପୂଜା ପାଉଅଛ
ତୁମେ ଯୋଗୀ ତୁମେ ବୈରାଗୀ ଭୋଳା ଶଙ୍କର
ତୁମରି ଚରଣେ ଘେନ ପ୍ରଣତି ମୋହର
ତୁମ ପାଇଁ ଭକ୍ତ ସମର୍ପିତ ହୁଏ
ବିଶ୍ୱାସ ଦୀପାଳି ସଦା ଜାଳି ଥାଏ ।
Comments
Loading comments…