by Pranati Jena ✓ · 21 Jun 2021
ସାତ ରଙ୍ଗ ସୁରେ ବିଞ୍ଚି ମଳୟ ଚନ୍ଦନ ନିମ୍ୱ ତ ମଧୁର ବାସ୍ନା ସୁଶୋଭିତ ପ୍ରାଣ, ମନ ନୁହେଁ ମରୁଭୂମି ଭିଜାଏ ଶ୍ରାବଣ ହୃଦୟର ପଥେ ଭରା ଅମୃତ କାନନ
Loading comments…
Loading comments…