Loading…
ମୋ ପାଖରେ ନାହିଁ ଆଜି ସରଳ ଓ ନିଷ୍କପଟ ମନ ତୋଳିବାକୁ ବାଲିଘରଟିଏ। ଆଜି ମୋର ଜୀବନର ସମସ୍ତ ସଞ୍ଚିତ ପୁଞ୍ଜି ସରଳ ମନଟେ ବିନା ତୋଳିବାକୁ ଅସମର୍ଥ ବାଲିଘର ଟିଏ। ଏ ସଞ୍ଚୟ ବଦଳରେ ଯଦି ମୁଁ ସାଇତି ଥାନ୍ତି ମୋର ସେ ଶୈଶବର ସରଳ ଓ ନିଷ୍କପଟ ମନ, ତାହେଲେ ହୁଏତ ମୁଁ ଗଢିପାରି ଥାନ୍ତି ଆଜି ଆଉ ଏକ ବାଲିଘର।
Comments
Loading comments…