by Prafulla Chandra Mishra ✓ · 27 Apr 2021
ଦାନ ଧର୍ମ ଜଜ୍ଞେ ପିତା ବାଜଶ୍ରବା ମୋରେ ତୋରେ ଦେଲେ ଦାନ ମୋ ପିତା ମୋ ଦାତା ଆପଣ ଗ୍ରହିତା କର ସାଦରେ ଗ୍ରହଣ ଅନେକ ବୁଝାଇ କହିଲେ ବାଳକେ କିଛି ସେ ବୁଝଇ ନାହିଁ ଅନେକ ବନ୍ଦନା ସ୍ତୁତି ଗାନେ କୁହେ ଗ୍ରହଣ କର ଗୋସାଇଁ ।।
Loading comments…
Comments
Loading comments…