by Manaswani Sahoo ✓ · 16 Sept 2021
ଆଖିରୁ ତାଙ୍କର ଝରିଲେ ଲୁହ, ପିଲାଙ୍କ ଉନ୍ନତି ହେବକି କୁହ? ଦୁଃଖଦାୟୀ ଅଟେ ପିତୃଙ୍କ ଶାପ, ଅବହେଳା କଲେ ଲାଗିବ ପାପ।
Loading comments…
Comments
Loading comments…