by Barsha rani Nanda ✓ · 31 Oct 2021
ବାପାଙ୍କର ସେଇ ପୁରୁଣା ସଂଳାପ ଛେଳି ରଖିଦେବି ଛେଳି ଚରେଇବୁ ପାଠଶାଠ ପରା ତୋ ଦ୍ୱାରା ହେଉନି ମାଷ୍ଟ୍ରେଙ୍କ ଛୁଆ ପରା ତୋ ସାଙ୍ଗ ଏତେ ପାଠ ସେ କେମିତି ପଢୁଛି ଯା ତାକୁ ଦେଖିବୁ ତା ପାଦଧୂଳି ନେଇ ଆସିବୁ
Loading comments…
Loading comments…