by Himansu Achary ✓ · 12 Sept 2018
ପାଶେଥିଲେ ତମେ ପାହାଚ ଅଲୋଡା ପାହାଡ ଚଢିବାପାଇଁ ସାହସର ସେଇ ଶକ୍ତ ଆଶ୍ରୟେ ଶୂନ୍ଯ ବୋଲି କିଛି ନାହିଁ ଦୂର ଦିଗନ୍ତର ଦରୁଆନ୍ ପରି ଦେଖୁଥାଅ ତମେ..
Loading comments…
Loading comments…