by Ajit Kumar Raut ✓ · 14 Jun 2021
ପ୍ରେମ ଭକ୍ତି ଶ୍ରଦ୍ଧା ତାଙ୍କ ବିଭୂଷଣ ନିଃସ୍ୱାର୍ଥର ସେବା କଲେଟି ଅର୍ପଣ ସତ୍ୟପଥ ମାର୍ଗ ତାଙ୍କରି ଭିଆଣ କର୍ମପଥ ଦେଲେ ପ୍ରାଣେ ଆଭୂଷଣ
Loading comments…
Loading comments…