by Kunjabihari Rout ✓ · 27 Feb 2021
ବାପା, ସବୁ ଚରିତ୍ରର ନିଖୁଣ ଚରିତ୍ରଟିଏ ଜୀବନକୁ ଆଙ୍କିପାରିଥିବା ଚିତ୍ରକରଟିଏ ମନରେ ରେଖାପାତ କରୁଥିବା ମୂର୍ତ୍ତିଟିଏ ଅଭିଜ୍ଞତାର ଚଳନ୍ତି ମହାଦ୍ରୁମଟିଏ ଜୀବନ ସଂଘର୍ଷରୁ ଉତୁରିଥିବା ବ୍ୟକ୍ତିଟିଏ ଅଛିଣ୍ଡା ଗଣିତର ସରଳ ସୂତ୍ରଟିଏ
Loading comments…
Comments
Loading comments…