by Chinmaya Kumar Sahoo ✓ · 31 Oct 2020
ହାତ ଧରି ଯିଏ ଚାଲିବା ଶିଖାନ୍ତି କାନ୍ଧରେ ବସେଇ ଦୁନିଆ ଦେଖାନ୍ତି ତାଙ୍କ ପରିଚୟ କି ଅଛପା। ଆକାଶଠୁ ଲମ୍ବା ଧୈର୍ଯ୍ୟ ଯାହାର ପୃଥିବୀଠୁ ବଡ ହୃଦୟ ତାଙ୍କର ସେ ହେଲେ ଆମ ବାପା।
Loading comments…
Loading comments…