by Ashok Kumar Nayak ✓ · 18 Jan 2022
କ୍ଷୁଧାରେ ଜଳିଣ ପୋଷଣ ଯୋଗାନ୍ତି ନିଜେ କାନ୍ଦି ପରିବାରକୁ ହସାନ୍ତି । ପରାଜୟ ଗ୍ଳାନି ନଥାଏ ମୋ ମନେ ବାପା ଥିଲେ ଶତ ସିଂହ ବଳ ଧ୍ୟାନେ ।
Loading comments…
Loading comments…