by MAMATA RANI SATAPATHY ✓ · 24 Jun 2021
ଯାହାକୁ ପୂଜିବାକୁ ମନ୍ତ୍ର,ତନ୍ତ୍ର ନାହିଁ , ଯାହାର ଅଭିଷେକ ପାଇଁ ପବିତ୍ର ଠାରୁ ପବିତ୍ର ଜଳ ବି କମ୍ ଗୁଣ ବିଶିଷ୍ଟ ହେବ, ଆରେ ସେ ପରା ସ୍ନେହ,ମମତାର ପାରାବାର ...., ତାଙ୍କ ସରି କିଏ ହେବ?
Loading comments…
Loading comments…