ଅଳୀ କୁ ଶୁଣନ୍ତି
ଶାସନ କରନ୍ତି ।
ବଜାର ବୁଲନ୍ତି
ଖେଳନା କିଣାନ୍ତି ।
ରୋଗରେ ଥିଲେ
ପାଖରେ ସୁଆନ୍ତି ।
ୠଷି ଥିଲେ ଯେବେ
ମନାଇ ଖୁଆନ୍ତି ।
ଅବାଟରେ ଗଲେ
ହୁଅନ୍ତି ଖପ୍ପା ।
ଚଳନ୍ତି ଠାକୁର
ସେ ଆମ ବାପା ।
ଅଳୀ କୁ ଶୁଣନ୍ତି
ଶାସନ କରନ୍ତି ।
ବଜାର ବୁଲନ୍ତି
ଖେଳନା କିଣାନ୍ତି ।
ରୋଗରେ ଥିଲେ
ପାଖରେ ସୁଆନ୍ତି ।
ୠଷି ଥିଲେ ଯେବେ
ମନାଇ ଖୁଆନ୍ତି ।
ଅବାଟରେ ଗଲେ
ହୁଅନ୍ତି ଖପ୍ପା ।
ଚଳନ୍ତି ଠାକୁର
ସେ ଆମ ବାପା ।
Loading comments…