by Jagannath Barik ✓ · 18 May 2022
ବାପା ଥିଲେ ଘରେ ସର୍ବେ ନିର୍ଭୟ ବାପା ବିପଦେ ବିବାଦେ ଦୁର୍ଜୟ ବାପା ଜ୍ଞାନ ଧୈର୍ଯ୍ୟ ବିବେକାଳୟ ବାପା ସୁକୃତରୁ ଭାଗ୍ୟ ଉଦୟ ବାପା ନିରାମୟ ବାପା ବଳ ସମ୍ବଳ ବରାଭୟ
Loading comments…
Loading comments…