by Preeti padma Dash ✓ · 5 Oct 2021
ନା ହୁଏ ନିଦ ନା ଭୋକ ରୁହନ୍ତି ସେ ଅନଶନ କିନ୍ତୁ ସୁନ୍ଦର କରି ଗଢ଼ନ୍ତି ତାଙ୍କ ପୁଅର ଜୀବନ ମୁଣ୍ଡର ଝାଳ ତୁଣ୍ଡରେ ପୋଛି ପଢ଼ାନ୍ତି କରି ଶ୍ରମ ଭଲ ପାଠ ପଢିକି ରଖିବା ଆମେ ତାଙ୍କରି ନାମ
Loading comments…
Loading comments…