by Pramod Pradhan ✓ · 10 Aug 2017
ଆୟୁଷ ଅନ୍ତରାଳେ ତୁମେ ନିଃଶ୍ୱାସର ଅମୃତ ପ୍ରହରୀ ଇହକାଳେ ପରକାଳେ ତୁମେ ତ ଲହରୀ ମଥାରେ ସଦା ଆଶିଷ ଝରୁଥାଉ ବାପା ତୁମ ପାଦେ ଏତିକି ଗୁହାରି ।
Loading comments…
Loading comments…