by SOUBHAGYABATI GIRI ✓ · 14 Jul 2020
ଘରକୁ ଭାଉଜ ଆସିବ ତା'ର ଏ ଘରୁ ପ୍ରାଧାନ୍ୟ କମିଯିବ ସେ ବାପଘରେ ରହିବା ଟାକୁ ଯଦି ତା ଭାଉଜ ପସନ୍ଦ ନ କରେ କୁଆଡେ ଯିବ ସେ ?? ସେଇ ଚିନ୍ତା ଆଜିକାଲି ଦିନରାତି ଘାରୁଛି ତାକୁ ବାପଘରେ ରହୁଥିବା ଝିଅର ଭୟ ବୁଢିଆଣୀ ଜାଲ ଭଳି ବସା ବାନ୍ଧିଲାଣ
Loading comments…
Loading comments…