by ତାରାପ୍ରସାଦ ଜେନା ✓ · 4 Nov 2019
ତିନି ତୁଣ୍ଡେ ଛାଗଳଟା ବନିଯାଏ ଶ୍ବାନ, ସୋରିଷର ଛୁଙ୍କ ବଡ଼, ଜୀରା ଛୁଙ୍କ ସାନ । ଦୁବଘାସ ବଡ଼ ଗଛ, ଆଖି ଥାଇ ଅନ୍ଧ ମଳ ଯାହା ଚନ୍ଦନଠୁ ଭୁରୁ ଭୁରୁ ଗନ୍ଧ ।
Loading comments…
Loading comments…