by Tushar Kanta Prasad ✓ · 29 Nov 2019
ମୃତ୍ୟୁ ଯେ ତୁଚ୍ଛାରେ ହୁଅଇ ନିନ୍ଦିତ, ପ୍ରକୃତରେ ଦୁଃଖ ଜୀବନ ଦିଏ। କୃତ କର୍ମଫଳ ଏ ନର ଭୁଞ୍ଜଇ, ଅପଯଶ ଖାଲି ମୃତ୍ୟୁ ମୁଣ୍ଡାଏ ।।
Loading comments…
Comments
Loading comments…