by Nrusingha Rout ✓ · 28 Oct 2020
ବତାସର ବହ୍ନି, ଝଡର ଇଗଲ ଧୋକ ଖାଇ ଧିମେଇଯାଏ ଆତ୍ମପ୍ରତ୍ୟୟ ଅପଚେଷ୍ଟା କରୁଥାଏ ଅପାଶୋରା ଅନେକ ସପନ ଆକଟ କରିନପାରି ଫେରିବାକୁ ବ୍ୟତିବ୍ୟସ୍ତ ହୁଏ ଇଛା ଅନୁନ୍ୟ କେଇମୁଠା ଅଶ୍ରୁଳ ଆବେଗରେ ଉଛନ୍ନ ହେଉଥାଏ ମନ
Loading comments…
Comments
Loading comments…