by Shanti Mishra ✓ · 21 Sept 2018
ନା ଫୁଟୁଚି କେବେ ଆଉ, ସ୍ବପ୍ନର ନାଲି, ଧଳା, ନୀଳ କଇଁ , ତା ବାସ ଛୁଟାଇ l ନା ପହଁରୁ ଅଛନ୍ତି କାମନାର, ରଂଗ ବିରଂଗୀ ମୀନ, ତା ଲାଂଜ ହଲାଇ ll
Loading comments…
Loading comments…