by Abhakanta ✓ · 15 Jul 2017
ବାଟୋଇ ରେ... ବାଟୋଇ ରେ... ବାଟୋଇ ରେ... ଚାଲିଛି ପବନ ଖେଳ ଦିନରାତି ଅବିରଳ ଚାଲିବା ତ ଦିନେ ହେବ ଶେଷ, ପବନ ଭୁଲିଲେ ବାଟ ସରିବ ସକଳ ନାଟ ରହିଯିବ ବହୁ ଅବସୋସ, ବାଟୋଇ ରେ... କାମନାର ନାହିଁ ଅବକାଶ ।
Loading comments…
Loading comments…