by Suresh chandra Padhy ✓ · 19 Jun 2021
କେତେ ଧନଜୀବନ କରଇ ବିନାଶ କେତେ ଘର ମାଟିରେ ମିଶି ହୁଏ ସର୍ବନାଶ ବାତ୍ୟା ଯୋଗୁ କେତେ ଲୋକ ଭୋକିଲା ହୁଅନ୍ତି ସବୁ କିଛି ହରାଇ ସେ ଆଖିରୁ ଲୁହ ଝରାନ୍ତି ସମୁଦ୍ର ଅଶାନ୍ତ ହେଲେ ପ୍ରଳୟ ହୋଇ ଆସେ ଲଘୁଚାପ ଅବପାତ ରୂପ ଧରି ବାତ୍ୟା ହୋଇ ଆସେ
Loading comments…
Loading comments…